ବିଭାଗର କର୍ମକ୍ଷେତ୍ରରେ କର୍ମଚାରୀଙ୍କର ସାମର୍ଥ୍ୟ
| କ | ଏକ୍ସାଇଜ୍ କମିଶନର | ୧ |
| ଖ | ଏକ୍ସାଇଜ୍ ଡେପୁଟି କମିଶନର | ୩ |
| ଗ | ଏକ୍ସାଇଜ୍ ଅଧୀକ୍ଷକ | ୩୧ |
| ଘ | ଡେପୁଟି ଅଧୀକ୍ଷକ ଏକ୍ସାଇଜ୍ | ୩୪ |
| ଙ | ଏକ୍ସାଇଜ୍ ଇନ୍ସପେକ୍ଟର | ୯୫ |
| ଚ | ଏକ୍ସାଇଜ୍ ସବ୍-ଇନ୍ସପେକ୍ଟର | ୨୪୦ |
| ଛ | ଏକ୍ସାଇଜ୍ ର ସହକାରୀ ସବ୍-ଇନ୍ସପେକ୍ଟର | ୩୦୧ |
| ଜ | ଏକ୍ସାଇଜ୍ କନଷ୍ଟେବଳ | ୧୧୯୮ |



