Sorry, you need to enable JavaScript to visit this website.
Skip to main content

ଭିତ୍ତିଭୂମି

ଏକ୍ସାଇଜ୍ ଭିତର ବ୍ୟାନର

ଭିତ୍ତିଭୂମି

ରାଜ୍ୟରେ କାର୍ଯ୍ୟ କରୁଥିବା ବଟଲିଂ ୟୁନିଟ୍, ବ୍ରିୟୁୱରିଜ୍ ଏବଂ ଡିଷ୍ଟିଲେରୀଜ ତାଲିକା ଦର୍ଶାଉଛି |

ରାଜ୍ୟରେ ଡିଷ୍ଟିଲେରୀ / ବଟଲିଂ ପ୍ଲାଣ୍ଟର ତାଲିକା |
କ୍ର.ନଂ. ୟୁନିଟ୍ ର ନାମ ଉତ୍ପାଦନ କ୍ଷମତା
୧. ଏମ/ଏସ. ଶକ୍ତି ସୁଗାର୍ ଲିମିଟେଡ୍, ଢେଙ୍କାନାଳ ୭୫,୦୦,୦୦୦ ଏଲପିଏଲ
୨. ଏମ/ଏସ. ଆସ୍କା ସମବାୟ ଚିନି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍, ଆସ୍କା ୨୨,୫୦,୦୦୦ ଏଲପିଏଲ
୩. ଏମ/ଏସ. ଉମେରୀ ଡିଷ୍ଟିଲେରୀସ୍ ପ୍ରା ଲିମିଟେଡ୍, ଉମେରୀ, କୋରାପୁଟ ୨୭,୬୦,୦୦୦ ଏଲପିଏଲ
୪. ଏମ/ଏସ. ସୁଇଡିହି ଡିଷ୍ଟିଲେରୀସ୍ ପ୍ରା. ଲି., ଲାଠିକତା, ସୁନ୍ଦରଗଡ ୩୦,୦୦,୦୦୦ ଏଲପିଏଲ
୫. ଏମ/ଏସ. ଉମେରୀ ଡିଷ୍ଟିଲେରୀ, ଉମେରୀ, ଜୟପୁର, କୋରାପୁଟ (ବଟଲିଂ) ୨,୪୦,୦୦୦ ଏଲପିଏଲ
୬. ଏମ/ଏସ. ହାଏ-ଟେକ୍ ବଟଲିଂ, ସମ୍ବଲପୁର ୫୯,୨୫,୦୦୦ ଏଲପିଏଲ
୭. ଏମ/ଏସ. ହେରିଟେଜ୍ ଡିଷ୍ଟିଲେରୀ, ନିମାପଡା, ପୁରୀ ୯୯,୯୦,୦୦୦ ଏଲପିଏଲ
୮. ଏମ/ଏସ. ବାକସ ବଟଲିଂ ଲିମିଟେଡ୍, ବାଲେଶ୍ୱର ୫୦,୦୦,୦୦୦ ଏଲପିଏଲ
୯. ଏମ/ଏସ. ଉତ୍କଳ ଡିଷ୍ଟିଲେରୀ, ଖୋର୍ଦ୍ଧା ୮୧,୦୦,୦୦୧ ଏଲପିଏଲ
୧୦. ଏମ/ଏସ. ତ୍ରିନାଥ ସ୍ମାର୍ଟ ପ୍ୟାକ୍ ପ୍ରା. ଲି., ଖୋର୍ଦ୍ଧା  
୧୧. ଏମ/ଏସ. ଶ୍ରୀ ଶକ୍ତି ଡିଷ୍ଟିଲେରୀ ଲିମିଟେଡ୍, ରାୟଗଡା ୬,୪୮,୦୦୦ ଏଲପିଏଲ
୧୨. ଏମ/ଏସ. ଜୟପୁର ଚିନି କମ୍ପାନୀ, ରାୟଗଡା ୧୧,୮୮,୦୦୦ ଏଲପିଏଲ
୧୩. ଏମ/ଏସ. ଫର୍ଚୁନ୍ ସ୍ପିରିଟ୍ସ ଲିମିଟେଡ୍, ଗଞ୍ଜାମ ୧୦,୧୨,୫୦୦ ଏଲପିଏଲ
୧୪. ଏମ/ଏସ. ୟୁନାଇଟେଡ୍ ସ୍ପିରିଟ୍ସ ଲିମିଟେଡ୍, ଗଞ୍ଜାମ ୧,୦୦,୦୦,୦୦୦ ଏଲପିଏଲ
୧୫. ଏମ/ଏସ. ଓରିଏଣ୍ଟାଲ୍ ବଟଲିଂ ପ୍ରା, ଲି, ଖୋର୍ଦ୍ଧା ୬,୨୯,୨୦୦ ଏଲପିଏଲ
୧୬. ଏମ/ଏସ. କ୍ୱାଲିଟି ବଟଲର୍ସ (ପି) ଲିମିଟେଡ୍, ଯାଆଁଳା, ଖୋର୍ଦ୍ଧା ୧୧,୯୫,୫୬୦ ଏଲପିଏଲ
୧୭. ଏମ/ଏସ. ପାଇନ୍ କାସ୍କ ବଟଲିଂ, ଖୋର୍ଦ୍ଧା ୧୨,୦୦,୦୧୫ ଏଲପିଏଲ
ରାଜ୍ୟରେ କାର୍ଯ୍ୟ କରୁଥିବା ବ୍ରିୟୁୱରିଜ୍ ବିଷୟରେ ସୂଚନା
କ୍ର.ନଂ. ୟୁନିଟ୍ ର ନାମ ଉତ୍ପାଦନ କ୍ଷମତା
୧. ଏମ/ଏସ. ସ୍କୋଲ, ବ୍ରିୟୁୱରିଜ୍, ପାରାଦୀପ, ଜଗତସିଂହପୁର ୨,୦୦,୦୦,୦୦୦ ବିଏଲ
୨. ଏମ/ଏସ. ଡେନଜୋଙ୍ଗ ବ୍ରିୟୁୱରିଜ୍, ଖୋର୍ଦ୍ଧା ୧,୬୦,୨୫,୬୦୦ ବିଏଲ
୩. ଏମ/ଏସ. ୟୁନାଇଟେଡ୍ ବ୍ରିୟୁୱରିଜ୍, ଖୋର୍ଦ୍ଧା ୮,୦୦,୦୦,୦୦୦ ବିଏଲ
୪. ଏମ/ଏସ. ମାଇକାଲ ବ୍ରିୟୁୱରିଜ୍ ଲିମିଟେଡ୍, ବଲାଙ୍ଗୀର ୧,୦୮,୦୦,୦୦୦ ବିଏଲ
୫. ଏମ/ଏସ. ଏସଆର ବ୍ରିୟୁୱରିଜ୍ (ପି) ଲିମିଟେଡ୍., ୨,୫୦,୦୦,୦୦୦ ବିଏଲ

ଏନ.ବି: ଆଇଏମଏଫଏଲ - ଭାରତ ନିର୍ମିତ ବିଦେଶୀ ମଦ, ଏଲପିଏଲ- ଲଣ୍ଡନ ପ୍ରୁଫ୍ ଲିଟର, ବିଏଲ - ବଲ୍କ ଲିଟର, ଆରଏସ - ପରିସଂଶୋଧିତ ସ୍ପିରିଟ

ଆଉଟ୍-ଷ୍ଟିଲ୍ (ଓ.ଏସ) ଲିକର୍
ନିମ୍ନଲିଖିତ ଏକୋଇଶି (୨୧) ଜିଲ୍ଲାଗୁଡ଼ିକରେ ଆଉଟ-ଷ୍ଟିଲ୍ (ଓ.ଏସ) ବ୍ୟବସ୍ଥା ଅଛି:
୧. ସମ୍ବଲପୁର ୧୨ ନବରଙ୍ଗପୁର
ବରଗଡ ୧୩ ମାଲକାନଗିରି
ଝାରସୁଗୁଡା ୧୪ ସୁନ୍ଦରଗଡ
ଦେଓଗଡ ୧୫ ଅନୁଗୁଳ
କଳାହାଣ୍ଡି ୧୬ କେଉଁଝର
ନୂଆପଡା ୧୭ ମୟୁରଭଞ୍ଜ
ବଲାଙ୍ଗୀର ୧୮ ଗଂଜାମ
ସୋନପୁର ୧୯ ଗଜପତି<
ବୌଦ୍ଧ ୨୦ ଢେଙ୍କାନାଳ
୧୦ କୋରାପୁଟ ୨୧ ବ୍ରହ୍ମପୁର
୧୧ ରାୟଗଡା    
କଣ୍ଟ୍ରି ସ୍ପିରିଟ
ରାଜ୍ୟର ନିମ୍ନ ଦଶ (୧୦) ଜିଲ୍ଲାରେ କଣ୍ଟ୍ରି ସ୍ପିରିଟ ଦୋକାନଗୁଡିକ ପ୍ରଚଳିତ: -
୧. କଟକ ନୟାଗଡ
ଜଗତସିଂପୁର ଖୋର୍ଦ୍ଧା
କେନ୍ଦ୍ରାପଡ଼ା ଭଦ୍ରକ
ଯାଜପୁର ବାଲେଶ୍ୱର
ପୁରୀ