| (କ) | ନିର୍ଦ୍ଦେଶାଳୟର ନାମ | : | ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଓଡିଶା, କଟକ |
| ଖ) | କାର୍ଯ୍ୟକଳାପ | : | (i) ସରକାରୀ ଚ୍ୟାନେଲ ମାଧ୍ୟମରେ ମଦ ଉତ୍ପାଦନ, ବଣ୍ଟନ ଏବଂ ବିକ୍ରୟକୁ ନିୟନ୍ତ୍ରଣ କରିବା ପାଇଁ ନକଲି ମଦ ବିକ୍ରିକୁ ନିଷିଦ୍ଧ କରିବା | (ii)ଓଡ଼ିଶା ସରକାରଙ୍କ ପାଇଁ ଅତିରିକ୍ତ ସମ୍ବଳ ସଂଗ୍ରହ | (iii)ଅବକାରୀ ଗୁପ୍ତଚର ଏବଂ ପ୍ରବର୍ତ୍ତନ ପଦକ୍ଷେପ ମାଧ୍ୟମରେ ବେଆଇନ ମଦ ପ୍ରସ୍ତୁତି ଏବଂ ଶୁଳ୍କ-ମୁକ୍ତ (Non-duty paid) ମଦର ଚୋରା କାରବାର ରୋକିବା | |
ଗ) ଅଙ୍ଗବିନ୍ୟାସ:
| ଏକ୍ସାଇଜ୍ କମିଶନର, ଓଡିଶା, କଟକ | ||
|---|---|---|
| ଇ.ଡି.ସି. (ଏନଡି), ସମ୍ବଲପୁର | ଇ.ଡି.ସି. (ସିଡି), କଟକ | ଇ.ଡି.ସି. (ସିଡି), ବ୍ରହ୍ମପୁର |
| ଉତ୍ତର ମଣ୍ଡଳର ୧୩ ଅବକାରୀ ଅଧୀକ୍ଷକ | କେନ୍ଦ୍ରୀୟ ମଣ୍ଡଳର ୧୧ ଅବକାରୀ ଅଧୀକ୍ଷକ | ଦକ୍ଷିଣ ମଣ୍ଡଳର ୯ ଅବକାରୀ ଅଧୀକ୍ଷକ |
ଘ) ୱେବ୍ ଡିରେକ୍ଟୋରୀ:
| ନାମ ଏବଂ ପଦବୀ | ଫୋନ୍ ନମ୍ବର | |
|---|---|---|
| ୧. | କୁମାରୀ ପି ଅନ୍ଵେଷା ରେଡ୍ଡୀ, ଆଇଏଏସ୍, ଅବକାରୀ ଆୟୁକ୍ତ | ୦୬୭୧-୨୬୦୭୯୬୧ (ଓ) |
| ୨. | ଶ୍ରୀ ଡମ୍ବରୁଧର ଖଣ୍ଡା, ଓଇଏସ୍, ଯେ.ଇ.ସି. (ସିଡି), କଟକ | ୦୬୭୧-୨୩୦୧୮୬୬ (ଓ) ୦୬୭୧-୨୬୦୭୧୬୮ (ଓ) |
| ୩. | ଶ୍ରୀ ଅଶୋକ ସେଠ, ଓଇଏସ୍,ଇ.ଡି.ସି. (ଏସଡି), ବ୍ରହ୍ମପୁର | ୦୬୮୦-୨୨୦୮୧୩୩ (ଓ) |
| ୪. | ଶ୍ରୀ ଡମ୍ବରୁଧର ଖଣ୍ଡା, ଓଇଏସ୍, ଯେ.ଇ.ସି. (ଏନଡି), ସମ୍ବଲପୁର | ୦୬୬୩-୨୪୦୧୬୨୮ (ଓ) |



